ଆରଏସଏସର ‘ମିଶନ ସାଉଥ୍’ ଆରମ୍ଭ || RSS’s ‘Mission South’ begins

ଆରଏସଏସର ‘ମିଶନ ସାଉଥ୍’: କର୍ଣ୍ଣାଟକ ଓ ତେଲେଙ୍ଗାନା ଉପରେ ବିଜେପି-ସଂଘର ଫୋକସ୍ ଉତ୍ତର ଏବଂ ପଶ୍ଚିମ ଭାରତରେ ନିଜର ସଂଗଠନାତ୍ମକ ଏବଂ ନିର୍ବାଚନୀ ସ୍ଥିତିକୁ ସୁଦୃଢ଼ କରିବା ପରେ ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଏବେ ଦକ୍ଷିଣ ଭାରତ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରୁଥିବା ଚର୍ଚ୍ଚା ଜୋର ଧରିଛି। ଆଗାମୀ ୨୦୨୮ ଓ ୨୦୨୯ ନିର୍ବାଚନକୁ ନଜରରେ ରଖି କର୍ଣ୍ଣାଟକ ଓ ତେଲେଙ୍ଗାନାରେ ସଂଗଠନ ବିସ୍ତାର ଏବଂ ରାଜନୈତିକ ସ୍ଥିତି ମଜବୁତ କରିବା … Continue reading ଆରଏସଏସର ‘ମିଶନ ସାଉଥ୍’ ଆରମ୍ଭ || RSS’s ‘Mission South’ begins