ପଞ୍ଜାବରେ ଆରଏସ୍‍ଏସ୍‍ର ‘ମାଷ୍ଟର ପ୍ଲାନ୍’ ; କିପରି ଫସିବେ କେଜ୍ରିୱାଲ? || RSS’s ‘master plan’ in Punjab; How will Kejriwal get trapped?

ପଞ୍ଜାବ ରାଜନୀତି ଏବେ ଏକ ବଡ଼ ପରିବର୍ତ୍ତନର ସାମ୍ନାରେ ଛିଡ଼ା ହୋଇଛି। ଯେଉଁ ପଞ୍ଜାବରେ ବିଜେପି ପାଇଁ ପାଦ ରଖିବା କଷ୍ଟକର ଥିଲା, ସେଠାରେ ଏବେ ଆରଏସ୍‍ଏସ୍‍ ଅର୍ଥାତ୍ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏକ ଅଦୃଶ୍ୟ କିନ୍ତୁ ଶକ୍ତିଶାଳୀ ରଣନୀତି ତିଆରି କରିଛି। ଆମ୍ ଆଦମୀ ପାର୍ଟିର ଗଡ଼କୁ ଭାଙ୍ଗିବା ପାଇଁ ସଂଘ ଏକ ନୂଆ ସମୀକରଣ ବାହାର କରିଛି ; ଯାହାର ନାମ ହେଉଛି ‘ଦଳିତ-ରାମ କନେକ୍ସନ୍’। କେବଳ କୃଷକ ଆନ୍ଦୋଳନ ନୁହେଁ, ବରଂ ଜାତି … Continue reading ପଞ୍ଜାବରେ ଆରଏସ୍‍ଏସ୍‍ର ‘ମାଷ୍ଟର ପ୍ଲାନ୍’ ; କିପରି ଫସିବେ କେଜ୍ରିୱାଲ? || RSS’s ‘master plan’ in Punjab; How will Kejriwal get trapped?