ବନ୍ଧୁତାକୁ ବଢ଼ାଇବା ପାଇଁ ଜାତି, ଧର୍ମ ଓ ଆଞ୍ଚିଳକ ବାଦ୍‍ରୁ ଉପରକୁ ଉଠିବାକୁ ଭାଗବତଙ୍କ ଆହ୍ୱାନ

RSS: ଜାତି, ଧର୍ମ, ଅଞ୍ଚଳ ଓ ଭାଷା ବାହାରେ ବନ୍ଧୁତା ବଢ଼ାଇବାକୁ ଆରଏସଏସ ମୁଖ୍ୟ ମୋହନ ଭାଗବତ ନିବେଦନ କରିଛନ୍ତି। ସାମାଜିକ ସୌହାର୍ଦ୍ଦ୍ୟ, ଜଳ ସଂରକ୍ଷଣ, ବୃକ୍ଷରୋପଣ, ପ୍ଲାଷ୍ଟିକଠାରୁ ଦୂରେଇ ରହିବା ଓ ମାତୃଭାଷାରେ କଥାବାର୍ତ୍ତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଜାତି, ବର୍ଣ୍ଣ ଓ ଭାଷା ବାହାରେ ବନ୍ଧୁତା ବଢ଼ାଇବାକୁ ମୋହନ ଭାଗବତଙ୍କ ନିବେଦନ ସ୍ୱୟଂସେବକମାନେ ସମାଜର କଲ୍ୟାଣ ପାଇଁ ଉତପ୍ରେରକଭାବେ କାର୍ଯ୍ୟ କରିବେ ସମସ୍ତ ହିନ୍ଦୁ ମନ୍ଦିର ଏବଂ ଶ୍ମଶାନର ଅଂଶୀଦାର ହୁଅନ୍ତୁ ରାଷ୍ଟ୍ରୀୟ … Continue reading ବନ୍ଧୁତାକୁ ବଢ଼ାଇବା ପାଇଁ ଜାତି, ଧର୍ମ ଓ ଆଞ୍ଚିଳକ ବାଦ୍‍ରୁ ଉପରକୁ ଉଠିବାକୁ ଭାଗବତଙ୍କ ଆହ୍ୱାନ