ଶହେ ବର୍ଷରେ ସଂଘ

          ଦତାତ୍ରେୟ ହୋସୱାଲେ ସଂଘ ନିଜ କାର୍ଯ୍ୟର ୧୦୦ ବର୍ଷ ପୂରଣ କରୁଛି, ଏପରି ସମୟରେ ସଂଘ ଏହି ଅବସରକୁ କିପରି ଦେଖୁଛି ତାକୁ ନେଇ ଲୋକଙ୍କ ମନରେ ଉତ୍ସୁକତା ରହିଛି। ସଂଘ ସ୍ଥାପନା ଦିବସରୁ ଏହା ସ୍ପଷ୍ଟ ଯେ ଏଭଳି ଅବସରଗୁଡ଼ିକ ଉତ୍ସବ ପାଳନ ପାଇଁ ନୁହେଁ ବରଂ ଏହା ଆମକୁ ଆତ୍ମଚିନ୍ତନ କରିବା ନିମନ୍ତେ ତଥା ନିଜ ଉଦ୍ଦେଶ୍ୟ ପ୍ରତି ପୁନଃ ସମର୍ପିତ ହେବା ନିମନ୍ତେ ସୁଯୋଗ ପ୍ରଦାନ … Continue reading ଶହେ ବର୍ଷରେ ସଂଘ