ଚଣ୍ଡିଖୋଲରେ ଖୋଲିବ ଅଶୋଧିତ ତୈଳ ଡିପୋ, ୪ ହଜାର ପାଇବେ କର୍ମ ନିଯୁକ୍ତି

Jajpur: ଯାଜପୁର ଚଣ୍ଡିଖୋଲରେ ୮୭୪୩ କୋଟି ଟଙ୍କାର ଅଶୋଧିତ ତୈଳ କାରଖାନା ସମେତ ୧.୦୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଦ୍ୱାରା ୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଭାରତର ଶକ୍ତି ନିରାପତ୍ତା ବୃଦ୍ଧି ପାଇବ। ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଦୀର୍ଘ ଦିନ ଧରି ଅଟକି ରହିଥିବା ୮୭୪୩ କୋଟି ଟଙ୍କାର ଅଶୋଧିତ ତୈଳ ଭଣ୍ଡାର ସମେତ ୧.୦୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି … Continue reading ଚଣ୍ଡିଖୋଲରେ ଖୋଲିବ ଅଶୋଧିତ ତୈଳ ଡିପୋ, ୪ ହଜାର ପାଇବେ କର୍ମ ନିଯୁକ୍ତି