Semiconductor Company : ୨୦୨୫ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଉତ୍ପାଦନ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଉତ୍ପାଦନରେ ଏପିଟାକ୍ସି ୱେଫର ର ଉତ୍ପାଦନ ସହିତ ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର କମ୍ପାନୀ ଆରଆଇଆର୍ ପାୱାର ଇଲେକ୍ଟ୍ରୋନିକ୍ସ ଓଡ଼ିଶାରେ ଭାରତର ପ୍ରଥମ ସିଲିକନ୍ କାର୍ବାଇଡ୍ (ଏସଆଇସି) ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି। ଉଚ୍ଚ କ୍ଷମତା ସମ୍ପନ୍ନ ଏସଆଇସି ଡିଭାଇସ୍ ଉତ୍ପାଦନ ପାଇଁ ୬୧୮ କୋଟି ଟଙ୍କାର ଏହି ରଣନୈତିକ ପୁଞ୍ଜିନିବେଶ ଭାରତର ସେମିକଣ୍ଡକ୍ଟର ଶିଳ୍ପକୁ ଆଗକୁ … Continue reading ୬୧୮,୦୦,୦୦,୦ ଟଙ୍କା ନିବେଶ: ଓଡ଼ିଶାରେ ପ୍ରଥମଥର ଏସଆଇସି ସେମିକଣ୍ଡକ୍ଟର ଉତ୍ପାଦନ ଆରମ୍ଭ କରିବ ସେମିକଣ୍ଡକ୍ଟର କମ୍ପାନୀ
Copy and paste this URL into your WordPress site to embed
Copy and paste this code into your site to embed