ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଳେଭ:  ସ୍ୱାସ୍ଥ୍ୟ , ଫାର୍ମା ଏବଂ ବାୟୋଟେକ୍ନୋଲୋଜିରେ ୪୩୪୯ କୋଟି ପୁଞ୍ଜି ନିବେଶ

ସ୍ୱାସ୍ଥ୍ୟ , ଫାର୍ମା ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ପ୍ରାୟ ୪୩୪୯ କୋଟି ଟଙ୍କାର ପୁଞ୍ଜି ହେବ ନିବେଶ ଓଡ଼ିଶା ନବସୃଜନ ଓ ପୁଞ୍ଜି ବିନିଯୋଗର ହବ ହୋଇଛି: ମହାଲିଙ୍ଗ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଓଡିଶା ସହିତ ହାତ ମିଳାନ୍ତୁ:  ପାତ୍ର ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଳେଭ ୨୦୨୫ରେ ସ୍ୱାସ୍ଥ୍ୟ, ଫାର୍ମା ଏବଂ ବାୟୋଟେକ୍ନୋଲୋଜି ଉପରେ “UNIVERSAL HEALTH AND WELLNESS IN ODISHA,” ଶୀର୍ଷକ ଅଧିବେଶନ ଆୟୋଜିତ ହୋଇଯାଇଛି । … Continue reading ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଳେଭ:  ସ୍ୱାସ୍ଥ୍ୟ , ଫାର୍ମା ଏବଂ ବାୟୋଟେକ୍ନୋଲୋଜିରେ ୪୩୪୯ କୋଟି ପୁଞ୍ଜି ନିବେଶ