ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‍, ପ୍ରଥମ ଦିନରେ ୪.୫ ଲକ୍ଷ କୋଟିର ନିବେଶ

Utkarsh Odisha 2025: ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ନିବେଶ ପ୍ରତିଶ୍ରୁତିର ସୁଅ। ପ୍ରଥମ ଦିନରେ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୫୪ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଶିଳ୍ପ ସଚିବ ହେମନ୍ତ ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ଏମଓୟୁ ଦ୍ୱାରା ରାଜ୍ୟକୁ ୪ରୁ ସାଢ଼େ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ। ଏହା ଭିତରୁ ସବୁଠୁ ବଡ଼ ଏମଓୟୁ ଆଦାନୀ ଗ୍ରୁପ ସହ ସ୍ୱାକ୍ଷର ହୋଇଛି। ୨.୨୮ ଲକ୍ଷ କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷର କରିଛି ଆଦାନୀ। … Continue reading ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‍, ପ୍ରଥମ ଦିନରେ ୪.୫ ଲକ୍ଷ କୋଟିର ନିବେଶ