ମାଗଣା ଚାଉଳ ଯୋଜନାରେ ବର୍ଷକୁ ୨୮୦୦ କୋଟି ଲୁଟ୍‍

PDS Rice Scam: ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ହିସାବ ମୁତାବକ ୪୦ଲକ୍ଷ ଭୂତ ହିତାଧିକାରୀ ଅଛନ୍ତି। ଏମାନଙ୍କ ପାଇଁ ବର୍ଷକୁ ମୁଣ୍ଡପିଛା ୬୦ କିଲୋ କରି ଚାଉଳ ଉଠାଯାଉଛି। ଏହି ଚାଉଳ ପାଇଁ ସରକାର କିଲୋ ପିଛା ହାରାହାରି ୪୦ଟଙ୍କା ଖର୍ଚ୍ଚ କରୁଛନ୍ତି। ତେଣୁ ସିଧାସଳଖଭାବେ ଏହି ଭୂତ ହିତାଧିକାରୀଙ୍କ ନାମରେ ବର୍ଷକୁ ପ୍ରାୟ ୯୬୦ କୋଟି ଟଙ୍କା ମୂଲ୍ୟର ଚାଉଳ ହେର୍‍ଫେର୍‍ ହେଉଛି। ଅନ୍ୟ ରିପୋର୍ଟ ମୁତାବକ ଓଡ଼ିଶାରେ ବର୍ଷକୁ ପ୍ରାୟ ୭ଲକ୍ଷ ମେଟ୍ରିକ ଟନ୍‍ … Continue reading ମାଗଣା ଚାଉଳ ଯୋଜନାରେ ବର୍ଷକୁ ୨୮୦୦ କୋଟି ଲୁଟ୍‍