Rohit shetty ।। ରୋହିତ ସେଟ୍ଟୀ, ହତ୍ୟା କରିବାକୁ ଷଡ଼ଯନ୍ତ୍ର

ବଲିଉଡର ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଉପରେ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମୁମ୍ବାଇର ଜୁହୁ ସ୍ଥିତ ରୋହିତ ସେଟ୍ଟୀଙ୍କ ବାସଭବନ ଉପରେ ହୋଇଥିବା ଗୁଳିମାଡ଼ ଘଟଣା ସମ୍ପର୍କିତ ଏଫଆଇଆରରୁ ବଡ଼ ଖୁଲାସା ହୋଇଛି । ଏଫଆଇଆର ଅନୁସାରେ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନସ ବିଷ୍ଣୋଇ ଗ୍ୟାଙ୍ଗ ରୋହିତ ସେଟ୍ଟୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ଫେବୃଆରୀ ୧ ତାରିଖରେ ରୋହିତ ସେଟ୍ଟୀ ଘରେ ଉପସ୍ଥିତ ଥିବା … Continue reading Rohit shetty ।। ରୋହିତ ସେଟ୍ଟୀ, ହତ୍ୟା କରିବାକୁ ଷଡ଼ଯନ୍ତ୍ର