ପ୍ରତିଦିନ ଘିଅରେ ରସୁଣ ଭାଜି ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ କମ ହୋଇଥାଏ

ଭାରତୀୟ ପରିବାରରେ ରସୁଣକୁ ଖାଇବାର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଆପଣଙ୍କୁ ଜାଣିବା ଦରକାର ଯେ ରସୁଣ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ। କଞ୍ଚା ରସୁଣକୁ ଘିଅରେ ଭାଜି ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ କମିଥାଏ। ରସୁଣରେ ଏଣ୍ଟିବ୍ୟାକ୍ଟେରିଆଲ୍, ଏଣ୍ଟିଫଙ୍ଗାଲ୍ ଏବଂ ଏଣ୍ଟିଭାଇରାଲ୍ ତତ୍ତ୍ୱ ରହିଥାଏ । ଏହା ବ୍ୟତୀତ ରସୁଣରେ ବିଟାମିନ୍ ସି, ମ୍ୟାଗ୍ନିସ୍, ବିଟାମିନ୍ ବି 6, କ୍ୟାଲସିଅମ୍, ଆୟରନ୍ ଏବଂ ଫାଇବର୍ ମିଳିଥାଏ। ଶରୀରରେ ଜମା ଖରାପ କୋଲେସ୍ଟ୍ରୋଲ ହୃଦୟ … Continue reading ପ୍ରତିଦିନ ଘିଅରେ ରସୁଣ ଭାଜି ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ କମ ହୋଇଥାଏ