Roadblock towards healthy Odisha: 60% doctor posts vacant ।। ସୁସ୍ଥ ଓଡ଼ିଶା ଦିଗରେ ବାଟବନ୍ଦ: ୬୦% ଡାକ୍ତର ପଦବୀ ଖାଲି

ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ୨୦୨୪ ସାଧାରଣ ନିର୍ବାଚନ ଏକ ବଡ଼ ପରିବର୍ତ୍ତନର ବାର୍ତ୍ତା ନେଇ ଆସିଥିଲା । ଅଫିସର ରାଜ୍ ଓ ଲୋକମାନଙ୍କର ସର୍ବନିମ୍ନ ଆବଶ୍ୟକତା ପୂରଣ ହୋଇନପାରିବାକୁ ମୂଳ କାରଣ ଦର୍ଶାଇ ଜନତା ଶାସନ କ୍ଷମତାରୁ ବିଜେଡିକୁ ହଟାଇ ଦେଇଥିଲେ । ବିଶାଳ ପ୍ରତିଶ୍ରୁତି ନେଇ ବିଜେପି କ୍ଷମତାକୁ ଆସିବା ପରେ ଆଶା କରାଯାଉଥିଲା ଯେ ଶାସନ ଓ ପ୍ରଶାସନରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଦେଖାଯିବ । କିନ୍ତୁ କ୍ଷମତାକୁ ଆସିବାର ଇତି ମଧ୍ୟରେ ୧୮ … Continue reading Roadblock towards healthy Odisha: 60% doctor posts vacant ।। ସୁସ୍ଥ ଓଡ଼ିଶା ଦିଗରେ ବାଟବନ୍ଦ: ୬୦% ଡାକ୍ତର ପଦବୀ ଖାଲି