ବଡ଼ ଦୁର୍ଘଟଣା, ହଠାତ୍ ଭୁଶୁଡ଼ିଗଲା ରାସ୍ତା ଗଳିପଡ଼ିଲେ ଲୋକ ।। road collapse

ଚୀନର ଅତ୍ୟାଧୁନିକ ଏବଂ ଅର୍ଥନୈତିକ ଭାବେ ସଶକ୍ତ ସହର ସାଂଘାଇରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ସହରର ଏକ ବ୍ୟସ୍ତବହୁଳ ରାସ୍ତା ହଠାତ୍ ଧସି ପଡ଼ି ବଡ଼ ଗାତ ସୃଷ୍ଟି ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । କିଛି ସେକେଣ୍ଡ ମଧ୍ୟରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସହରୀ ଢାଞ୍ଚା ନେଇ ଗଭୀର ଚର୍ଚ୍ଚା ଆରମ୍ଭ ହୋଇଛି।  ପ୍ରତିଦିନ ଲକ୍ଷାଧିକ ଲୋକ ଯାତାୟାତ କରୁଥିବା ଏହି ରାସ୍ତାର ଏପରି ଧସିଯିବା … Continue reading ବଡ଼ ଦୁର୍ଘଟଣା, ହଠାତ୍ ଭୁଶୁଡ଼ିଗଲା ରାସ୍ତା ଗଳିପଡ଼ିଲେ ଲୋକ ।। road collapse