ବାପାଙ୍କ ଅନ୍ତିମ ସଂସ୍କାର ପରେ ଟିମକୁ ଫେରିଲେ ରିଙ୍କୁ ।। Rinku Singh

ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ରିଙ୍କୁ ସିଂହ ପାଇଁ ଏହା ଜୀବନର ସବୁଠାରୁ ଦୁଃଖଦ ମୁହୂର୍ତ୍ତ ହୋଇଛି। ୨୦୨୬ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ-ଜିମ୍ବାୱେ ମ୍ୟାଚରେ ଖେଳିବାକୁ ଯାଉଥିବା ସମୟରେ ରିଙ୍କୁଙ୍କ ପିତା ଖାନଚାନ୍ଦ ସିଂହଙ୍କ ମୃତ୍ୟୁ ଘଟିଥିଲା। ସେ ଷ୍ଟେଜ୍-୪ ଲିଭର କ୍ୟାନସର ସହିତ କିଛି ଦିନ ଧରି ଲଢ଼ୁଥିଲେ ଏବଂ ଫେବୃଆରୀ ୨୭ ସକାଳେ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଏକ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ। ରିଙ୍କୁ ସିଂହ ତାଙ୍କର ବ୍ୟକ୍ତିଗତ ଦୁଃଖକୁ … Continue reading ବାପାଙ୍କ ଅନ୍ତିମ ସଂସ୍କାର ପରେ ଟିମକୁ ଫେରିଲେ ରିଙ୍କୁ ।। Rinku Singh