ମୁହଁରେ ଲଗାନ୍ତୁ ଚାଉଳ ଧୁଆ ପାଣି, ପାଇବେ ଏହି ଫାଇଦା

Rice Water: ଭାତ ଭାରତୀୟମାନଙ୍କର ପ୍ରଧାନ ଖାଦ୍ୟ। ଏମିତି ଖୁବ କମ୍ ଲୋକ ଥିବେ ଯେଉଁମାନେ କି ଭାତ ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ । ତେବେ ଭାତ ରାନ୍ଧିବା ପୂର୍ବରୁ ଚାଉଳକୁ ଭଲ ଭାବେ ଧୁଆଯାଏ ଏବଂ ଏହି ଧୁଆ ପାଣିକୁ ସାଧାରଣତଃ ପିଙ୍ଗି ଦିଆଯାଏ । କ’ଣ ଆପଣ ବି ଚାଉଳ ଧୋଇ ପାଣି ଫିଙ୍ଗି ଦେଉଛନ୍ତି ? ହୁଏତ ଆପଣ ଜାଣିନାହାନ୍ତି ଏହି ଚାଉଳ ପାଣି ଆମର ତ୍ବଚା ଓ ସ୍ବାସ୍ଥ୍ୟ … Continue reading ମୁହଁରେ ଲଗାନ୍ତୁ ଚାଉଳ ଧୁଆ ପାଣି, ପାଇବେ ଏହି ଫାଇଦା