ଚୀନ୍‌ର ବଙ୍ଗୋପସାଗର ଚାଲ୍ || Rice in the Bay of Bengal, China

ଭାରତର ବଢ଼ୁଥିବା ଆନ୍ତର୍ଜାତୀୟ ପ୍ରଭାବ ଏବଂ ସାମରିକ ଶକ୍ତି ମଧ୍ୟରେ, ଆମର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଚୀନ୍ ପୁଣି ଥରେ ଏକ ନୂଆ ବିପଦର ଜାଲ ବୁଣିବା ଆରମ୍ଭ କରିଦେଇଛି। ଆପଣମାନେ ସମସ୍ତେ ‘ସିପେକ୍’ (CPEC) ବା ଚୀନ୍-ପାକିସ୍ତାନ ଇକୋନୋମିକ୍ କରିଡର ବିଷୟରେ ନିଶ୍ଚୟ ଶୁଣିଥିବେ, ଯାହା ଜରିଆରେ ଚୀନ୍ ଭାରତର ପଶ୍ଚିମ ଓ ଉତ୍ତର ସୀମା ଅର୍ଥାତ୍ ପାକିସ୍ତାନ ଓ ପିଓକେ (POK) ରେ ନିଜର ସାମରିକ ଆସ୍ଥାନ ଜମାଇ ବସିଛି। କିନ୍ତୁ ଏବେ ପାକିସ୍ତାନ … Continue reading ଚୀନ୍‌ର ବଙ୍ଗୋପସାଗର ଚାଲ୍ || Rice in the Bay of Bengal, China