Rewarding the Guilty in a People’s Government? ।। ଲୋକଙ୍କ ସରକାରରେ ଦୋଷୀକୁ ପୁରସ୍କାର?

ପରିବର୍ତ୍ତନର ଆଶା ଓ ଆଶଙ୍କା ଭିତରେ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ଏକ ବଡ଼ ଧରଣର ପରିବର୍ତ୍ତନ ପାଇଁ ମୋହର ମାରିଲେ । ଦୀର୍ଘ ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟାଇ ବିଜେପି କ୍ଷମତାକୁ ଆସିବା ପଛରେ ସବୁଠାରୁ ବଡ଼ କାରଣ ଥିଲା— ପ୍ରଶାସନିକ ସ୍ୱେଚ୍ଛାଚାରିତା ଏବଂ ଅଣ-ଓଡ଼ିଆ ଅଫିସରରାଜ ବିରୋଧରେ ଜନଅସନ୍ତୋଷ। ନିର୍ବାଚନ ପରେ କ୍ଷମତାକୁ ଆସିଥିବା ନୂତନ ବିଜେପି ସରକାର ନିଜକୁ ‘ଲୋକଙ୍କ ସରକାର’ ବୋଲି ପ୍ରଚାର କରି ଆସୁଛି। ମାତ୍ର … Continue reading Rewarding the Guilty in a People’s Government? ।। ଲୋକଙ୍କ ସରକାରରେ ଦୋଷୀକୁ ପୁରସ୍କାର?