ମୁଖ୍ୟ ଖାଦ୍ୟ ମୂଲ୍ୟ ହ୍ରାସ ଯୋଗୁଁ ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫ ମାସର ସର୍ବନିମ୍ନ ସ୍ତର ୪.୩୧% ରେ ପହଞ୍ଚିଛି

Retail inflation: ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଡିସେମ୍ବରରେ ୫.୨୨ ପ୍ରତିଶତଥିବା ବେଳେ ଜାନୁଆରିରେ ଏହା ୫ ମାସର ସର୍ବନିମ୍ନ ସ୍ତର ୪.୩୧ ପ୍ରତିଶତକୁ ଖସି ଆସିଛି। ଖାଉଟି ଖାଦ୍ୟ ମୂଲ୍ୟ ସୂଚକାଙ୍କ (ସିଏଫପିଆଇ) ଆଧାରରେ ଖାଦ୍ୟ ମୁଦ୍ରାସ୍ଫୀତି ଜାନୁଆରିରେ ୫ ମାସର ସର୍ବନିମ୍ନ ସ୍ତର ୬.୦୨ ପ୍ରତିଶତକୁ ଖସି ଆସିଛି, ଯାହା ଡିସେମ୍ବରରେ ୮.୩୯ ପ୍ରତିଶତ ଥିଲା। ମୁଖ୍ୟତଃ ଯୋଗାଣ … Continue reading ମୁଖ୍ୟ ଖାଦ୍ୟ ମୂଲ୍ୟ ହ୍ରାସ ଯୋଗୁଁ ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫ ମାସର ସର୍ବନିମ୍ନ ସ୍ତର ୪.୩୧% ରେ ପହଞ୍ଚିଛି