ପେଟ୍ରୋଲ, ଡିଜେଲ ବ୍ୟବହାର ଉପରେ ଲାଗିବ କଟକଣା || Restrictions will be imposed on the use of petrol, diesel

ଓଡ଼ିଶା ସରକାର ଖୁବ୍ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ସମ୍ପର୍କରେ ପ୍ରମୁଖ ପଦକ୍ଷେପ ଗ୍ରହଣ କରିପାରନ୍ତି। ସରକାରୀ ଯାନବାହାନ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇପାରେ ଏବଂ ସାଧାରଣ ପରିବହନକୁ ବାଧ୍ୟତାମୂଳକ ଭାବରେ ପ୍ରୋତ୍ସାହିତ କରାଯାଇପାରେ ବୋଲି ସୂଚନା ମିଳିଛି। ମୁଖ୍ୟ ସଚିବ ଅନୁ ଗର୍ଗ ଗୁରୁବାର ଦିନ ସୂଚିତ କରିଛନ୍ତି ଯେ ରାଜ୍ୟ ସରକାର ପ୍ରଚଳିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ସରକାର ନୂତନ ପଦକ୍ଷେପ … Continue reading ପେଟ୍ରୋଲ, ଡିଜେଲ ବ୍ୟବହାର ଉପରେ ଲାଗିବ କଟକଣା || Restrictions will be imposed on the use of petrol, diesel