Residents of Kotia unable to place their trust in Odisha II ଓଡ଼ିଶା ଉପରେ ଭରସା କରିପାରୁନାହାନ୍ତି କୋଟିଆବାସୀ

ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋଟିଆ ବିବାଦ କାହାକୁ ଅଜଣା ନାହିଁ। ଦୀର୍ଘ ଦଶନ୍ଧି ଧରି ଚାଲିଆସିଥିବା ଏହି ବିବାଦ ମଧ୍ୟରେ ଏବେ ଏକ ନୂଆ ଏବଂ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ଗ୍ରାମୀଣ ନିର୍ବାଚନ ସମୟରେ, ଓଡ଼ିଶାର କୋରାପୁଟ ଜିଲ୍ଲା ଅନ୍ତର୍ଗତ ବିବାଦୀୟ କୋଟିଆ ଅଞ୍ଚଳର ପ୍ରାୟ ୩୦୦ ଲୋକ ଆନ୍ଧ୍ରପ୍ରଦେଶର ମତଦାନ କେନ୍ଦ୍ରରେ ଯାଇ ଭୋଟ୍ ଦେଇଛନ୍ତି। ଓଡ଼ିଶା ପ୍ରଶାସନ ଏବଂ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ … Continue reading Residents of Kotia unable to place their trust in Odisha II ଓଡ଼ିଶା ଉପରେ ଭରସା କରିପାରୁନାହାନ୍ତି କୋଟିଆବାସୀ