ଦୁର୍ବଳ ଟଙ୍କାକୁ ଭଣ୍ଡାର ଖାଲି: ଭାରତ ପାଇଁ ଚିନ୍ତାର ବିଷୟ
ଡଲାର ତୁଳନାରେ ଭାରତୀୟ ମୁଦ୍ରା ବା ଟଙ୍କା କ୍ରମାଗତଭାବେ ଦୁର୍ବଳ ହେଉଥିବାରୁ ଦେଶର ଅର୍ଥନୀତି ଉପରେ ତାହାର ସମ୍ଭାବ୍ୟ ପ୍ରତିକୂଳ ପ୍ରଭାବକୁ ନେଇ ଅର୍ଥଶାସ୍ତ୍ରୀଙ୍କ ମହଲରେ ଚିନ୍ତା ଓ ଉଦ୍ବେଗ ପ୍ରକାଶ ପାଇଛି। ଗତ ଦୁଇମାସ ମଧ୍ୟରେ ଟଙ୍କା ୨ ପ୍ରତିଶତ ଅଧିକ ଦୁର୍ବଳ ହୋଇଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇ ସର୍ବନିମ୍ନ ସ୍ତର ୮୬.୬ରେ ପହଞ୍ଚିଛି। ଏହି ସ୍ଥିତିରେ ସୁଧାର ଆଣିବା ସକାଶେ ରିଜର୍ଭ ବ୍ୟାଙ୍କ ଗଚ୍ଛିତ ମୁଦ୍ରା ଭଣ୍ଡାରରୁ ଡଲାର ବିକିବା … Continue reading ଦୁର୍ବଳ ଟଙ୍କାକୁ ଭଣ୍ଡାର ଖାଲି: ଭାରତ ପାଇଁ ଚିନ୍ତାର ବିଷୟ
Copy and paste this URL into your WordPress site to embed
Copy and paste this code into your site to embed