ଗ୍ରାମ ରୋଜଗାର ସେବକ ନିଯୁକ୍ତିରେ ଲାଗୁ ହେବନି ସଂରକ୍ଷଣ: ହାଇକୋର୍ଟ

High Court: ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ଏକ ରାୟରେ କହିଛନ୍ତି ଯେ ଜିଆରଏସ୍ ରାଜ୍ୟ ଅଧୀନରେ ଏକ ସିଭିଲ୍ ପୋଷ୍ଟ ନୁହେଁ। ଗ୍ରାମ ରୋଜଗାର ସେବକ (ଜିଆରଏସ୍) ଠିକା ନିଯୁକ୍ତି ମାଧ୍ୟମରେ ନିୟୋଜିତ ହୋଇଥିବାରୁ ସେମାନଙ୍କ ନିଯୁକ୍ତି ପାଇଁ ସଂରକ୍ଷଣ ନୀତି ଲାଗୁ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ଏକ ରାୟରେ କହିଛନ୍ତି ଯେ ଜିଆରଏସ୍ … Continue reading ଗ୍ରାମ ରୋଜଗାର ସେବକ ନିଯୁକ୍ତିରେ ଲାଗୁ ହେବନି ସଂରକ୍ଷଣ: ହାଇକୋର୍ଟ