Repeated spy camera attacks at Puri Jagannath Temple ।। ପୁରୀ ଜଗନ୍ନାଥ ମନ୍ଦିରରେ ବାରମ୍ବାର ସ୍ପାଏ କ୍ୟାମେରା ଆକ୍ରମଣ: ‘ଦାନ୍ତହୀନ ମନ୍ଦିର ଆଇନ ଅପରାଧୀଙ୍କୁ ଉତ୍ସାହିତ କରୁଛି’

ଦାନ୍ତହୀନ ମନ୍ଦିର ଆଇନ ଅପରାଧୀଙ୍କୁ ଉତ୍ସାହିତ କରୁଛି କି ? ଆମେ ଏଥିପାଇଁ ଏପରି କହୁଛୁ, କାରଣ ବାରମ୍ବାର ସମାନ ଅପରାଧ ଘଟୁଥିବା ସାମ୍ନାକୁ ଆସୁଛି। ତଥାପି ଆଇନ ମନ୍ତ୍ରୀ ପୃଥିୀରାଜ ହରିଚନ୍ଦନ କହୁଛନ୍ତି, ଯେ ରାଜ୍ୟ ସରକାର ଏପରି ଉଲ୍ଲଂଘନକୁ ରୋକିବା ପାଇଁ ଥିବା ନିୟମରେ ସଂଶୋଧନ କରିବା ବିଷୟରେ ବିଚାର କରୁଛନ୍ତି। ଏପଟେ ସାତବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଜରିମନା ବ୍ୟବସ୍ଥାକୁ ଫୁ କରି ଉଡ଼ାଇ ଦେଉଛନ୍ତି ଅପରାଧୀ। ଶ୍ରୀମନ୍ଦିର ଭିତରେ ଗୁପ୍ତଚର କ୍ୟାମେରା … Continue reading Repeated spy camera attacks at Puri Jagannath Temple ।। ପୁରୀ ଜଗନ୍ନାଥ ମନ୍ଦିରରେ ବାରମ୍ବାର ସ୍ପାଏ କ୍ୟାମେରା ଆକ୍ରମଣ: ‘ଦାନ୍ତହୀନ ମନ୍ଦିର ଆଇନ ଅପରାଧୀଙ୍କୁ ଉତ୍ସାହିତ କରୁଛି’