Reopens Pool And Madarsa At Bahawalpur Terror Centre Weeks After India Operation Sindoor ।। ଅପରେସନ୍ ‘ସିନ୍ଦୂର’ ଦ୍ୱାରା ଧ୍ୱଂସ ବାହାବଲପୁର ଆତଙ୍କ ଆଡ୍ଡା ପୁଣି ଚଳଚଞ୍ଚଳ

ଭାରତୀୟ ବାୟୁସେନା ଗତ ମାସରେ, ୬ ଓ ୭ ମେ ରାତିରେ ଅପରେସନ ସିନ୍ଦୁର ଅଧୀନରେ ପାକିସ୍ତାନରେ ଆତଙ୍କବାଦୀ ଠିକଣାଗୁଡ଼ିକୁ ନିଶାନା କରିଥିଲା। ଭାରତ ପିଓକେ ସହିତ ବହାବଲପୁର ସହରରେ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟକୁ ମଧ୍ୟ ଧ୍ୱଂସ କରିଥିଲା। ଅପରେସନ ସିନ୍ଦୁରରେ ଆତଙ୍କବାଦୀ ଗୋଷ୍ଠୀ ଜୈଶକୁ ବଡ଼ କ୍ଷତି ହୋଇଥିଲା, କିନ୍ତୁ ପାକିସ୍ତାନ ସରକାର ଓ ସେନାର ସହାୟତାରେ ଏହା ତା’ର ଏହି ‘ସେଣ୍ଟର’କୁ ପୁନଃସ୍ଥାପନ କରୁଛି। ଅପରେସନ ସିନ୍ଦୁର ପରେ କିଛି ସପ୍ତାହ ମଧ୍ୟରେ ବହାବଲପୁରସ୍ଥିତ ମଦରସା, … Continue reading Reopens Pool And Madarsa At Bahawalpur Terror Centre Weeks After India Operation Sindoor ।। ଅପରେସନ୍ ‘ସିନ୍ଦୂର’ ଦ୍ୱାରା ଧ୍ୱଂସ ବାହାବଲପୁର ଆତଙ୍କ ଆଡ୍ଡା ପୁଣି ଚଳଚଞ୍ଚଳ