Religious freedom or women’s rights? ।। ଧାର୍ମିକ ସ୍ୱାଧୀନତା ନା ମହିଳା ଅଧିକାର?

ଧାର୍ମିକ ସ୍ୱାଧୀନତା ନା ମହିଳା ଅଧିକାର? ଏହି ପ୍ରସଙ୍ଗକୁ ନେଇ ସମ୍ବିଧାନର କଷଟି ପଥରରେ ସର୍ବୋଚ୍ଚ ଅଦାଲତ ପଡ଼ିଛି। ଧର୍ମ, ପରମ୍ପରା ଏବଂ ବିଶ୍ୱାସର ଦ୍ୱାହି ଦେଇ ମହିଳାଙ୍କ ମୌଳିକ ଅଧିକାରକୁ କେତେକାଳ ବଞ୍ଚିତ କରାଯିବ? ମୁଖ୍ୟ ବିଚାରପତିଙ୍କ ନଅ ଜଣିଆ ଖଣ୍ଡପୀଠର ନିଷ୍ପତ୍ତି ଉପରେ ଏବେ ସାରାଦେଶର ନଜର।ସୁପ୍ରିମକୋର୍ଟରେ ଚାରୋଟି ପ୍ରମୁଖ ଧାର୍ମିକ ଏବଂ ସାମାଜିକ ମାମଲା ବିଚାରାଧୀନ ଅଛି, ଏବଂ ଭାରତର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତ ଏହାର ସମାଧାନ ପାଇଁ ନଅଜଣିଆ ସମ୍ବିଧାନ … Continue reading Religious freedom or women’s rights? ।। ଧାର୍ମିକ ସ୍ୱାଧୀନତା ନା ମହିଳା ଅଧିକାର?