“Relief for Mohan–Manmohan during Nabin’s rule! ।। ନବୀନଙ୍କ ରାଜରେ ମୋହନ-ମନମୋହନ ଆଶ୍ୱସ୍ତ !

ରାଜନୀତିର ଚେସବୋର୍ଡରେ କେବେ କେଉଁ ଘୋଡ଼ା ଚାଲିବ- ଏହା ଆଗୁଆ ଆକଳନ କରିବା ଅନେକଙ୍କ ପାଇଁ କଷ୍ଟକର ବ୍ୟାପାର । କିନ୍ତୁ ଯେତେବେଳେ ଖେଳାଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଅନୁମାନର ରେଖା ଆହୁରି ଅଧିକ ଧୂସର ହୋଇଯାଏ। ରାଜନୀତିକ ମଇଦାନରେ ‘ମାଷ୍ଟରଷ୍ଟ୍ରୋକ’ ଖେଳିବାରେ ମୋଦୀ ଏକ ପ୍ରମାଣିତ ଖେଳାଳି। ଯେଉଁଠି ଅନ୍ୟମାନଙ୍କର ଆକଳନ ଶେଷ ହୁଏ, ସେଠାରୁ ତାଙ୍କ ଚିନ୍ତା ଆରମ୍ଭ ହୁଏ। ବିଜେପିର ରାଷ୍ଟ୍ରୀୟ ସଭାପତି ପଦ ପାଇଁ ଯେତେବେଳେ ଜାତୀୟସ୍ତରରେ ଘମାଘୋଟ ଚର୍ଚ୍ଚା … Continue reading “Relief for Mohan–Manmohan during Nabin’s rule! ।। ନବୀନଙ୍କ ରାଜରେ ମୋହନ-ମନମୋହନ ଆଶ୍ୱସ୍ତ !