ରେଖା ଗୁପ୍ତା! କାଉନସିଲରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ; ପ୍ରବେଶ ବର୍ମା ଡେପୁଟୀ

Rekha Gupta: ଶାଲିମାରବାଗରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରେଖା ଗୁପ୍ତା ହେଉଛନ୍ତି ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ସେ ହେବେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ। ବୁଧବାର ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହେବା ପରେ ସେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଛାତ୍ର ନେତ୍ରୀ ଥିବା ଦିନରୁ ଦଳରେ ସ୍ଥାନ ପାଇଥିବା ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବେ। ରାଜନୈତିକ କ୍ୟାରିୟର ଏବଂ … Continue reading ରେଖା ଗୁପ୍ତା! କାଉନସିଲରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ; ପ୍ରବେଶ ବର୍ମା ଡେପୁଟୀ