ସୁଷମା-ଶୀଲା-ଆତିଶୀଙ୍କ ପରେ ରେଖା, କ’ଣ ପାଇଁ ଦିଲ୍ଲୀ ଭାଗ୍ୟରେ ଅଧିକ ମହିଳା ମୁଖ୍ୟମନ୍ତ୍ରୀ?

Women CM: ଦିଲ୍ଲୀର ପଲିଟିକାଲ ହିଷ୍ଟ୍ରି ଉପରେ ଯଦି ନଜର ପକାଇବା, ତେବେ ଦିଲ୍ଲୀରେ ଅଧିକ ସମୟ ଧରି ମହିଳାଙ୍କ ହାତରେ ଶାସନ ଡୋରୀ ରହି ଆସିଛି। ତେଣୁ ଦିଲ୍ଲୀବାସୀଙ୍କୁ କ’ଣ ମହିଳା ମୁଖ୍ୟମନ୍ତ୍ରୀ ପସନ୍ଦ କି ବୋଲି ଏବେ ପ୍ରଶ୍ନ ଉଠିଛି। ସବୁ କଳ୍ପାନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ଜଣେ ମହିଳାଙ୍କ ମୁଣ୍ଡରେ ସୁନା କଳସ ଢାଳିଛନ୍ତି ବିଜେପି ହାଇକମାଣ୍ଡ। ସିଏମ୍ ରେସରେ ଏକାଧିକ ହେଭିୱେଟ ରହିଥିଲେ ମାତ୍ର ବାଜି ମାରିନେଲେ ରେଖା ଗୁପ୍ତା। … Continue reading ସୁଷମା-ଶୀଲା-ଆତିଶୀଙ୍କ ପରେ ରେଖା, କ’ଣ ପାଇଁ ଦିଲ୍ଲୀ ଭାଗ୍ୟରେ ଅଧିକ ମହିଳା ମୁଖ୍ୟମନ୍ତ୍ରୀ?