ଧର୍ମେନ୍ଦ୍ର ଅଂହକାରୀ, ତୁଣ୍ଡରେ ଲଗାମ ଦିଅ: ଷ୍ଟାଲିନ୍‍

NEP: ତାମିଲନାଡୁ ସାଂସଦଙ୍କୁ ଅପମାନିତ କରି ସର୍ବୋଚ୍ଚ ଶାସକ ଭଳି କାର୍ଯ୍ୟ କରିଥିବାରୁ ପ୍ରଧାନଙ୍କୁ ଟାର୍ଗେଟ କଲେ ଷ୍ଟାଲିନ୍। ଏନଇପି ବିବାଦକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଅହଂକାର ଅଭିଯୋଗ ଆଣିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ, ପାଣ୍ଠି ଅଟକାଇବା ପାଇଁ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାରେ ତାମିଲନାଡୁ ସାଂସଦମାନଙ୍କୁ ଅସଭ୍ୟ ଓ ଅଗଣତାନ୍ତ୍ରିକ ବୋଲି ଅଭିହିତ କରି ଆଉ ଏକ ବିବାଦ ସୃଷ୍ଟି କରିବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ … Continue reading ଧର୍ମେନ୍ଦ୍ର ଅଂହକାରୀ, ତୁଣ୍ଡରେ ଲଗାମ ଦିଅ: ଷ୍ଟାଲିନ୍‍