ପାଣ୍ଡିଆନ୍‍ଙ୍କ ପାଇଁ ବିଜେଡିରେ କାନ୍ଦଣା ନାଟକର ରିହଲସାଲ ଆରମ୍ଭ

ସତ ହେବାକୁ ଯାଉଛି ପୂର୍ବପକ୍ଷର ପୂର୍ବାନୁମାନ। ଆମେ କହିଥିଲୁ ପାଣ୍ଡିଆନ୍‍ ଦମ୍ପତ୍ତିଙ୍କୁ ନେଇ ବିଜେଡିରେ ବିଧବା ବିଳାପ ଆରମ୍ଭ। ପାଣ୍ଡିଆନ୍‍ ଦିଲ୍ଲୀ ଓ ତାମିଲନାଡୁ ଯିବା ପୂର୍ବରୁ ବନ୍ଧ କୋଠରୀ ଭିତରେ କେନ୍ଦ୍ରପଡ଼ା ଦିଲ୍ଲା ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ, ବିଧାୟକ ପ୍ରତାପ ଦେବ, ଗଣେଶ୍ୱର ବେହରା, କଟକ ଜିଲ୍ଲାର ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କୁ ବିଜେଡି ଛାଡ଼ି ବିଦେଶ ନ ଯିବାକୁ … Continue reading ପାଣ୍ଡିଆନ୍‍ଙ୍କ ପାଇଁ ବିଜେଡିରେ କାନ୍ଦଣା ନାଟକର ରିହଲସାଲ ଆରମ୍ଭ