Regarding Nehru’s documents ।। ନେହେରୁଙ୍କ ଦଲିଲକୁ ନେଇ ରାଜନୈତିକ ଝଡ଼; ଐତିହାସିକ ଦଲିଲ ଫେରାଇବାକୁ ସୋନିଆ ଗାନ୍ଧୀଙ୍କୁ ନିବେଦନ କଲେ ଗଜେନ୍ଦ୍ର ଶେଖାୱତ

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ଜଡ଼ିତ ଦଲିଲଗୁଡ଼ିକର ପ୍ରସଙ୍ଗ ବଢ଼ିବାରେ ଲାଗିଛି । ୨୦୦୮ ମସିହାରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପାଠାଗାର (PMML)ରୁ ନିଆଯାଇଥିବା ଦଲିଲଗୁଡ଼ିକ ଉପରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରଶ୍ନ ଉଠାଇଛନ୍ତି । ଦେଶର ଡକ୍ୟୁମେଣ୍ଟାରୀ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଏହି ଦଲିଲଗୁଡ଼ିକୁ ଫେରାଇବାକୁ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ୧୯୭୧ ରୁ … Continue reading Regarding Nehru’s documents ।। ନେହେରୁଙ୍କ ଦଲିଲକୁ ନେଇ ରାଜନୈତିକ ଝଡ଼; ଐତିହାସିକ ଦଲିଲ ଫେରାଇବାକୁ ସୋନିଆ ଗାନ୍ଧୀଙ୍କୁ ନିବେଦନ କଲେ ଗଜେନ୍ଦ୍ର ଶେଖାୱତ