ଷ୍ଟ୍ରେସ୍ ଦୂର କରିବା ପାଇଁ ପିଅନ୍ତୁ ୱାଇନ

Red Wine: କାମ କରି ଦିନ ସାରା ଥକିଯିବା ପରେ ରେଡ଼ ୱାଇନ ପିଇଲେ ବେଶ ଆରାମ ମିଳିଥାଏ । ଆଉ ଏହା ଯଦି ଆପଣଙ୍କ ଅବସାଦ ଓ ଦୁଶ୍ଚିନ୍ତାକୁ ଦୂର କରୁଛି ତେବେ ସବୁ ଶ୍ରେୟ ମଦକୁ ଦିଅନ୍ତୁ ନାହିଁ। ବର୍ତ୍ତମାନ ୟୁନିଭରସିଟି ଅଫ ବଫାଲୋ-ଲେଡ ଷ୍ଟଡିର ଗେବେଷଣାରୁ ଜଣା ପଡିଛି ଯେ ରେଡ ୱାଇନରେ ଥିବା ପ୍ଲାଣ୍ଟ କମ୍ପାଉଣ୍ଡ ରେସଭେରାଟ୍ରୋଲ ମସ୍ତିସ୍କରେ ଚିନ୍ତା ନିୟନ୍ତ୍ରଣ ସମ୍ବନ୍ଧିତ ଏକ ଏନଡଜାଇମର ଅଭିବ୍ୟକ୍ତିକୁ ପ୍ରତିରୋଧ କରି ଚିନ୍ତା-ବିରୋଧୀ … Continue reading ଷ୍ଟ୍ରେସ୍ ଦୂର କରିବା ପାଇଁ ପିଅନ୍ତୁ ୱାଇନ