ଦିଲ୍ଲୀର ପ୍ରଦୂଷଣ ଏବେ କେବଳ ଜୀବଜଗତ କି ପରିବେଶ ନୁହେଁ ଐତିହସ୍ଥଳୀ ଗୁଡିକୁ ଖରାପ କରିବାରେ ଲାଗିଲାଣି। ଦିଲ୍ଲୀର ପ୍ରଦୂଷଣ ଏବେ ଐତିହାସିକ ଲାଲକିଲ୍ଲା ଉପରେ ପ୍ରଭାବ ପକାଉଛି। ଦିଲ୍ଲୀର ବିଷାକ୍ତ ବାୟୁ ଯୋଗୁଁ ଲାଲକିଲ୍ଲା କଷ୍ଟ ପାଉଛି। ଏକ ସାମ୍ପ୍ରତିକ ରିପୋର୍ଟରେ ଦାବି କରାଯାଇଛି ଯେ ଲାଲକିଲ୍ଲାର କାନ୍ଥରେ କଳା ସ୍ତର ଜମା ହେଉଛି। ଏକ ନୂତନ ଇଣ୍ଡୋ-ଇଟାଲୀୟ ଅଧ୍ୟୟନ ଅନୁଯାୟୀ, ୧୭ଶ ଶତାବ୍ଦୀର ସ୍ମାରକୀର ଲାଲ ବାଲିପଥର କାନ୍ଥରେ କଳା ସ୍ତର ଲଗାତାର ଜମା … Continue reading Red Fort facing damage due to air pollution: flags study ।। ଦିଲ୍ଲୀ ପ୍ରଦୂଷଣ ପାଇଁ କଳା ହେଉଛି ଐତିହାସିକ ଲାଲକିଲ୍ଲା!
Copy and paste this URL into your WordPress site to embed
Copy and paste this code into your site to embed