ଲାଲ, କଳା ନା ମାଠିଆ .. ଖରାଦିନେ କେଉଁ ମାଟି ପାତ୍ରର ପାଣି ପିଇବା ଭଲ?

Best Matka in summer: ଗରମ ଆରମ୍ଭ ହେବା ମାତ୍ରେ ସମସ୍ତେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି । ଫ୍ରିଜ୍ ତୁଳନାରେ ସମସ୍ତେ ପାରମ୍ପରିକ ମାଟି ପାତ୍ରର ପାଣିକୁ ପସନ୍ଦ କରନ୍ତି। ତେଣୁ ଅନେକ ଲୋକ ବଜାରରୁ ମାଟି ପାତ୍ର ଘରକୁ ଆଣିଥାନ୍ତି। ତେବେ ବଜାରରେ ତିନି ପ୍ରକାରର ପାତ୍ର ଉପଲବ୍ଧ । ଅଧିକାଂଶ ସମୟରେ ଲାଲ ମାଟି କିମ୍ବା କଳା ମାଟି ପାତ୍ର ଥାଏ, କିନ୍ତୁ କେଉଁ ରଙ୍ଗର ପାତ୍ର ବାଛିବା ଉଚିତ? ଅନେକ … Continue reading ଲାଲ, କଳା ନା ମାଠିଆ .. ଖରାଦିନେ କେଉଁ ମାଟି ପାତ୍ରର ପାଣି ପିଇବା ଭଲ?