ଲଘୁଚାପ ପ୍ରଭାବରେ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ରେଡ୍ ଆଲର୍ଟ, ପୁଣି ବନ୍ୟାଞ୍ଚଳରେ ବଢ଼ିଲା ଜଳବନ୍ଦୀ ଆତଙ୍କ || Red alert for Sundargarh and Keonjhar due to low pressure, waterlogging terror grows in forest areas

ଓଡ଼ିଶାରେ ବନ୍ୟାର କରାଳ ରୂପ ଏବଂ ଜଳବନ୍ଦୀ ଦୁର୍ଦ୍ଦଶାରୁ ଲୋକେ ମୁକୁଳି ନଥିବା ବେଳେ ରାଜ୍ୟ ଉପରେ ପୁଣି ଘନେଇଛି ପ୍ରବଳ ବର୍ଷାର କଳାବାଦଲ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ଭାଗରେ ମୂଷଳଧାରାରେ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲା ପାଇଁ ଅତ୍ୟନ୍ତ ପ୍ରବଳ ବର୍ଷାର ‘ରେଡ୍ ଆଲର୍ଟ’ ଜାରି … Continue reading ଲଘୁଚାପ ପ୍ରଭାବରେ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ରେଡ୍ ଆଲର୍ଟ, ପୁଣି ବନ୍ୟାଞ୍ଚଳରେ ବଢ଼ିଲା ଜଳବନ୍ଦୀ ଆତଙ୍କ || Red alert for Sundargarh and Keonjhar due to low pressure, waterlogging terror grows in forest areas