Record in UPI transactions ।। ୟୁପିଆଇ କାରବାରରେ ରେକର୍ଡ

ଅକ୍ଟୋବର ମାସରେ ରେକର୍ଡ ୨୭.୨୮ ଲକ୍ଷ କୋଟି ଟଙ୍କାର ୟୁପିଆଇ କାରବାର ହୋଇଛି। ସେପ୍ଟେମ୍ବରରେ ହୋଇଥିବା ୨୪.୯ ଲକ୍ଷ କୋଟି ଟଙ୍କାର କାରବାର ତୁଳନାରେ ଏହା ୧୬ ପ୍ରତିଶତ ଅଧିକ। ଗତ ମାସଟି ଥିଲା ପାର୍ବଣ ସମୟ। ସେହି ସମୟରେ ଦୈନିକ ହାରାହାରି ଭାବେ ୬୬.୮ କୋଟିରୁ ଅଧିକ ଥର ୟୁପିଆଇରେ ପେମେଣ୍ଟ କରାଯାଇଥିଲା ଯାହାର ମୂଲ୍ୟ ଥିଲା ୮୭,୯୯୩ କୋଟି ଟଙ୍କା। ଦୀପାବଳି ଭଳି ଉତ୍ସବ ସମୟରେ ୟୁପିଆଇ କାରବାରରେ ଏଭଳି ବୃଦ୍ଧି ଭାରତର ଡିଜିଟାଲ … Continue reading Record in UPI transactions ।। ୟୁପିଆଇ କାରବାରରେ ରେକର୍ଡ