ଭାଙ୍ଗିଲା ୨୩ ବର୍ଷର ରେକର୍ଡ : ୬,୯୮‌,୭୧୮ ଅଲିଭ ରିଡଲେ କଇଁଛ ଦେଲେ ଅଣ୍ଡା

Olive Ridley Turtle: ରେକର୍ଡ କଲା ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦାନ। ଋଷିକୁଲ୍ୟା ନଦୀ ମୁହାଣରେ ପ୍ରାୟ ୭ ଲକ୍ଷ ଅଲିଭ୍ ରିଡଲେଙ୍କ ଅଣ୍ଡାଦାନ। ୮ ଦିନରେ ୬ ଲକ୍ଷ ୯୮ ହଜାରରୁ ଅଧିକ କଇଁଛ ଦେଲେ ଅଣ୍ଡା। ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ଚଳିତବର୍ଷ ସର୍ବକାଳୀନ ରେକର୍ଡ଼ କରିଛି ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ। ପ୍ରଥମଥର ପାଇଁ ଋଷିକୁଲ୍ୟା ନଦୀ ମୁହାଣରେ ଦିନ ତମାମ … Continue reading ଭାଙ୍ଗିଲା ୨୩ ବର୍ଷର ରେକର୍ଡ : ୬,୯୮‌,୭୧୮ ଅଲିଭ ରିଡଲେ କଇଁଛ ଦେଲେ ଅଣ୍ଡା