ପାକିସ୍ତାନ ମନ୍ତ୍ରୀମାନଙ୍କ ବେପରୁଆ ବୟାନ
ପାକିସ୍ତାନର ମନ୍ତ୍ରୀମାନଙ୍କ ବେପରୁଆତାର ସୀମା ନାହିଁ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସୀମାପାର ଉତ୍ତେଜନା ବଢ଼ୁଥିବାବେଳେ ଏହି ମନ୍ତ୍ରୀମାନଙ୍କ ମଧ୍ୟରୁ ଦୁଇ ଜଣ ପରମାଣୁ ସଂଘର୍ଷର ଆଶଙ୍କା ସୃଷ୍ଟି କରାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ କହିଛନ୍ତି ଯେ ଆମ ଅସ୍ତିତ୍ୱ ପ୍ରତି ସିଧାସଳଖ ବିପଦ ଥିଲେ ହିଁ ତାଙ୍କ ଦେଶ ପରମାଣୁ ଅସ୍ତ୍ର ବ୍ୟବହାର କରିବ, ଯେତେବେଳେ କି ରେଳମନ୍ତ୍ରୀ ହନିଫ୍ ଅବ୍ବାସି ଚେତାବନୀ ଦେଇଛନ୍ତି ଯେ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଯଥା ଘୋରି, ଶାହିନ୍ ଏବଂ … Continue reading ପାକିସ୍ତାନ ମନ୍ତ୍ରୀମାନଙ୍କ ବେପରୁଆ ବୟାନ
Copy and paste this URL into your WordPress site to embed
Copy and paste this code into your site to embed