ସବୁ ଦଳରେ ବିଦ୍ରୋହୀ ବିଧାୟକ || Rebel MLAs in all parties

ଓଡ଼ିଶା ରାଜନୀତି ଏବେ ଏକ ଅଭୂତପୂର୍ବ ସଂକଟ ଦେଇ ଗତି କରୁଛି। ଯେଉଁଠି ଦିନେ ‘ଦଳୀୟ ଶୃଙ୍ଖଳା’ ଓ ‘ନବୀନଙ୍କ ନିର୍ଦ୍ଦେଶ’ ଶେଷ କଥା ବୋଲି ଧରାଯାଉଥିଲା, ଆଜି ସେହି ଭିତ୍ତିଭୂମି ଦୋହଲିବାରେ ଲାଗିଛି। ୨୦୨୬ ରାଜ୍ୟସଭା ନିର୍ବାଚନ କେବଳ ଉପର ସଦନକୁ ପ୍ରତିନିଧି ପଠାଇବାର ଏକ ପ୍ରକ୍ରିୟା ହୋଇ ରହିନାହିଁ, ବରଂ ଏହା ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ— ବିଜେଡି, ବିଜେପି ଓ କଂଗ୍ରେସର ଦଳୀୟ କନ୍ଦଳକୁ ପଦାରେ ପକାଇ ଦେଇଛି। ବିଧାୟକମାନେ ଆଉ … Continue reading ସବୁ ଦଳରେ ବିଦ୍ରୋହୀ ବିଧାୟକ || Rebel MLAs in all parties