ଆରବିଆଇ ଜାରି କରିବ ନୂଆ ୧୦ ଓ ୫୦୦ ଟଙ୍କିଆ ନୋଟ୍
RBI: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ ବିଆଇ) ମହାତ୍ମା ଗାନ୍ଧୀ (ନୂଆ) ସିରିଜ୍ ରେ ବର୍ତ୍ତମାନର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ଥିବା ୧୦ ଓ ୫୦୦ ଟଙ୍କିଆ ନୋଟ୍ ଖୁବଶୀଘ୍ର ଜାରି କରିବ ବୋଲି ଶୁକ୍ରବାର ଘୋଷଣା କରିଛି। ଆରବିଆଇ ଏକ ବିବୃତିରେ କହିଛି ଯେ, ଏହି ନୂତନ ନୋଟଗୁଡିକର ଡିଜାଇନ୍ ମହାତ୍ମା ଗାନ୍ଧୀ (ନୂତନ) ସିରିଜରେ ପୂର୍ବରୁ ଜାରି ହୋଇଥିବା ୧୦ ଏବଂ ୫୦୦ ଟଙ୍କିଆ ନୋଟ୍ ସହିତ ସମାନ ହେବ। ଅର୍ଥାତ୍ ଡିଜାଇନ୍ … Continue reading ଆରବିଆଇ ଜାରି କରିବ ନୂଆ ୧୦ ଓ ୫୦୦ ଟଙ୍କିଆ ନୋଟ୍
Copy and paste this URL into your WordPress site to embed
Copy and paste this code into your site to embed