ଆପଣଙ୍କୁ ୧୦ ବର୍ଷ କି? ତାହାଲେ ଏବେ ଖୋଲି ପାରିବେ ବ୍ୟାଙ୍କ ଆକାଉଣ୍ଟ

RBI: ବ୍ୟାଙ୍କଗୁଡିକୁ ସେମାନଙ୍କର ନିଜସ୍ୱ ଦାୟିତ୍ୱ ପରିଚାଳନା ନୀତି ଆଧାରରେ ଏହି ଆକାଉଣ୍ଟଗୁଡିକ ପାଇଁ ନିୟମ ସ୍ଥିର କରିବାର ନମନୀୟତା ଦିଆଯାଇଛି । ଏଥିରେ ଏଭଳି ଆକାଉଣ୍ଟରେ କେତେ ଟଙ୍କା ରଖାଯାଇପାରିବ ତାହାର ସୀମା ନିର୍ଦ୍ଧାରଣ କରିବା ଏବଂ ସର୍ତ୍ତାବଳୀ ଉପରେ ନିଷ୍ପତ୍ତି ନେବା ଅନ୍ତର୍ଭୁକ୍ତ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନୂଆ ନିୟମ ଘୋଷଣା କରିଛି। ଯେଉଁଥିରେ ୧୦ ବର୍ଷରୁ ଅଧିକ ବୟସର ପିଲାମାନେ ସ୍ୱାଧୀନ ଭାବରେ ନିଜର ସଞ୍ଚୟ କିମ୍ବା ମିଆଦୀ ଜମା … Continue reading ଆପଣଙ୍କୁ ୧୦ ବର୍ଷ କି? ତାହାଲେ ଏବେ ଖୋଲି ପାରିବେ ବ୍ୟାଙ୍କ ଆକାଉଣ୍ଟ