ବାଲେଶ୍ୱର ବିଜେପିରେ ରବିନ୍ଦ୍ର ନିଆଁ – ସଂଗଠନ ଭିତରେ ଅସନ୍ତୋଷ କାହିଁକି? || Ravindra Athram in Balasore BJP – Why the discontent within the organization?

ବାଲେଶ୍ୱର ଜିଲ୍ଲାର ରାଜନୀତିରେ ଘଟୁଥିବା ଏକ ବଡ ପରିବର୍ତ୍ତନ। ଯେଉଁ ପରିବର୍ତ୍ତନ ବିଜେପି ସଂଗଠନର ଭିତରେ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ରବିନ୍ଦ୍ର ଜେନାଙ୍କ ବିଜେପିରେ ଏଣ୍ଟ୍ରୀ ଓ ତା ପରେ ବାଲେଶ୍ୱର ରାଜନୀତିରେ ଜଳୁଥିବା ଅସନ୍ତୋଷର ନିଆଁ । ରବିନ୍ଦ୍ର ଜେନା ବା ଯାହାଙ୍କୁ ଅନେକେ ରବି ଜେନା ନାଁରେ ଜାଣନ୍ତି, ସେ ଦୀର୍ଘ ସମୟ ଧରି ବିଜେଡିର ଏକ ପରିଚିତ ମୁହଁ ଥିଲେ। ବାଲେଶ୍ୱର ଜିଲ୍ଲାରେ ତାଙ୍କର ଏକ ଦୃଢ଼ ରାଜନୈତିକ ପ୍ରଭାବ … Continue reading ବାଲେଶ୍ୱର ବିଜେପିରେ ରବିନ୍ଦ୍ର ନିଆଁ – ସଂଗଠନ ଭିତରେ ଅସନ୍ତୋଷ କାହିଁକି? || Ravindra Athram in Balasore BJP – Why the discontent within the organization?