e-Kyc କରିନଥିଲେ କଟିଯିବ ରାସନ କାର୍ଡ !
Ration Card: ରାସନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଏହା ନକରିଲେ କଟିଯାଇ ପରେ ରାସନ କାର୍ଡରୁ ଆପଣଙ୍କ ନାମ । e-kyc କରିନଥିଲେ କଟିଯିବ କି ରାସନ କାର୍ଡ? ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କେଉଁମାନଙ୍କର ରାସନ କାର୍ଡ କଟିବ ଓ କେଉଁ ମାନଙ୍କର ରହିବ, ସେନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ସରକାର କରିବେ ସର୍ଭେ । ୩୧ ମାର୍ଚ୍ଚ ପରେ … Continue reading e-Kyc କରିନଥିଲେ କଟିଯିବ ରାସନ କାର୍ଡ !
Copy and paste this URL into your WordPress site to embed
Copy and paste this code into your site to embed