କ୍ଷତିକାରକ ଚା’ ପିଇଥିଲେ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ! ଜାଣନ୍ତୁ କ’ଣ ପାଇଁ ନିଜ ଜୀବନକୁ ବିପଦରେ ପକାଇଲେ ଅଭିନେତ୍ରୀ

Rati Agnihotri: ରତି ଅଗ୍ନିହୋତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ କଳାକାର। ଯଦିଓ ଏହି ଅଭିନେତ୍ରୀ ଆଜି ରୂପେଲି ପରଦାରେ କମ୍ ଦେଖାଯାଆନ୍ତି, ତଥାପି ସେ ତାଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟ ଦ୍ୱାରା ତାଙ୍କ ସମୟରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଯେପରି କି ଜଣେ ‘ଅପସରା’ ସ୍ୱର୍ଗରୁ ଓହ୍ଲାଇଛନ୍ତି ଭାବି ତାଙ୍କ ପ୍ରଶଂସକମାନେ ରତିଙ୍କୁ ମନେ ପକାଉଥିଲେ। ଏହି ଅଭିନେତ୍ରୀ ୧୦ ବର୍ଷ ବୟସରେ ମଡେଲିଂରେ କ୍ୟାରିୟର ଆରମ୍ଭ କରି ନିଜର ଚଳଚ୍ଚିତ୍ର ଯାତ୍ରା … Continue reading କ୍ଷତିକାରକ ଚା’ ପିଇଥିଲେ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ! ଜାଣନ୍ତୁ କ’ଣ ପାଇଁ ନିଜ ଜୀବନକୁ ବିପଦରେ ପକାଇଲେ ଅଭିନେତ୍ରୀ