Rathayatra stamped।। କାଳନିମି ବେଶରେ ଆଧୁନିକ କଳାପାହାଡ଼ମାନେ
ପୁରୀର ନୀଳଚକ୍ର ତଳେ ଭକ୍ତି, ଧର୍ମ, ପରମ୍ପରା ଓ ଆଧୁନିକ ପ୍ରଶାସନ ମଧ୍ୟରେ ଚାଲିଥିବା ଟାଣାଟାଣି ଆଜି ଓଡ଼ିଶାର ରାଜନୀତିକ ଓ ସାମାଜିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ରାମାୟଣର କାଳନେମୀ ଯେପରି ହନୁମାନଙ୍କୁ ରୋକିବାକୁ ସାଧୁବେଶ ଧରିଥିଲା, ଏବେର ପୁରୀ ପରମ୍ପରାର ପାଳକମାନେ- ମନ୍ତ୍ରୀ, ଅଧିକାରୀ ଓ ପ୍ରଶାସନିକ ମେକାନିଜମ୍- ସେହିପରି ବେଶରେ ଅକ୍ଷମତା, ବିଳମ୍ବନା ଓ ଆଡ଼ମ୍ବରର ଅଭିଯୋଗରେ ଘେରାଯାଇଛନ୍ତି। ୨୦୨୪ରେ ବିଜେପି ଓଡ଼ିଶାରେ ଶାସନ କ୍ଷମତାକୁ ଆସିବା ସମୟରେ ଯେପରି ଓଡ଼ିଆ ଅସ୍ମିତା ଓ ଶ୍ରୀଜଗନ୍ନାଥ … Continue reading Rathayatra stamped।। କାଳନିମି ବେଶରେ ଆଧୁନିକ କଳାପାହାଡ଼ମାନେ
Copy and paste this URL into your WordPress site to embed
Copy and paste this code into your site to embed