Rath Yatra 2025 Ritual Schedule and security system।। ଏହି ସମୟରେ ଆରମ୍ଭ ହେବ ପହଣ୍ଡି ଆଉ ରଥ ଟଣା

ରାତିପାହିଲେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ରଥରୁ ପଥ ସବୁ ସରିଛି ତିନି ଦିଅଁଙ୍କୁ ବଡଦାଣ୍ଡଙ୍କୁ ପାଛୋଟି ନେବାକୁ । ସେପଟେ ଭକ୍ତମାନେ ବି ପ୍ରଭୁଙ୍କୁ ରଥରେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି। ଭକ୍ତଙ୍କ ସୁରକ୍ଷା ସହ ସୁରୁଖୁରୁରେ ରଥଯାତ୍ରା ସାରିବା ପାଇଁ ପ୍ରସ୍ତୁତି ଜୋରଦାର କରୁଛି ପ୍ରଶାସନ। ସେପଟେ ଆଜି ନବଯୌବନ ଦର୍ଶନ କରିଛନ୍ତି ହାଜର ହଜାର ଭକ୍ତ। ସନ୍ଧ୍ୟାରେ ହୋଇଛି ଆଜ୍ଞାମାଳ ବିଜେ। ପାରମ୍ପରିକ ରୀତିନୀତି ସହ ଆଜ୍ଞାମାଳ ରଥରେ ବିଜେ ହୋଇଥିଲା … Continue reading Rath Yatra 2025 Ritual Schedule and security system।। ଏହି ସମୟରେ ଆରମ୍ଭ ହେବ ପହଣ୍ଡି ଆଉ ରଥ ଟଣା