ୱେଡିଂ ପାଇଁ ଉଦୟପୁରରେ ପହଞ୍ଚିଲେ ରଶ୍ମିକା-ବିଜୟ ।। Rashmika Mandhana

ଦକ୍ଷିଣ ଭାରତୀୟ ସିନେମାର ଚର୍ଚ୍ଚିତ ଷ୍ଟାର ରଶ୍ମିକା ମନ୍ଧାନା ଓ ବିଜୟ ଦେବରକୋଣ୍ଡାଙ୍କ ବିବାହ ଉତ୍ସବ ଉଦୟପୁରରେ ଆରମ୍ଭ ହୋଇଛି । ରଶ୍ମିକା ଓ ବିଜୟ ୨୪ ଫେବୃଆରୀରେ ସୋସିଆଲ ମିଡିଆରେ ନିଜ ବିବାହ ଘୋଷଣା କରିଥିଲେ । ଏହି ବିବାହ ଉତ୍ସବ ୨୬ ଫେବୃଆରୀରେ VIROSH କ୍ରେଜ୍ ରେ ହେବାକୁ ଯାଉଛି । ରଶ୍ମିକା ଓ ବିଜୟ ଉଭୟ ହାଇଦ୍ରାବାଦରୁ ଉଦୟପୁର ପହଞ୍ଚିଛନ୍ତି ଏବଂ ସ୍ଥାନୀୟ ମାଧ୍ୟମରେ ମହତ୍ତ୍ୱପୂର୍ଣ୍ଣ ଚର୍ଚ୍ଚାର ବିଷୟ ହୋଇଛନ୍ତି । ବିବାହ … Continue reading ୱେଡିଂ ପାଇଁ ଉଦୟପୁରରେ ପହଞ୍ଚିଲେ ରଶ୍ମିକା-ବିଜୟ ।। Rashmika Mandhana