ପାରମ୍ପାରିକ ଲୁକରେ ନଜର ଆସିଲେ ରଶ୍ମିକା-ବିଜୟ ।। Rashmika Mandanna

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମଣ୍ଡାନା ଏବଂ ହ୍ୟାଣ୍ଡସମ୍ ହଙ୍କ୍ ଅଭିନେତା ବିଜୟ ଦେବରକୋଣ୍ଡା ଗତକାଲି ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି। ଏହି ଖବର ପ୍ରକାଶ ପାଇବା ସହିତ ସୋସିଆଲ ମିଡିଆରେ ଚର୍ଚ୍ଚାର ଝଡ଼ ବହିଯାଇଛି। ନବଦମ୍ପତିଙ୍କ ବିବାହ ଫଟୋ ଓ ଭିଡିଓ ଭାଇରାଲ ହେଉଥିବାବେଳେ ସେଲିବ୍ରିଟିମାନେ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଚର୍ଚ୍ଚିତ ବିବାହ ଆନ୍ଧ୍ର ଓ କୋଡାଭା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା। ବିବାହ ଅବସରରେ … Continue reading ପାରମ୍ପାରିକ ଲୁକରେ ନଜର ଆସିଲେ ରଶ୍ମିକା-ବିଜୟ ।। Rashmika Mandanna