Rasagola Dibasa is celebrated in Odisha ।। ରସଗୋଲା ଦିବସରେ ମିଠା ମିଠା ମହକୁଛି ଓଡ଼ିଶା
ଆଜି ଓଡ଼ିଶାର ସକାଳ ମିଠାରେ ମିଠାରେ ଆରମ୍ଭ ହୋଇଛି। ଆମେ ଏମିତି କାହିଁକି କହୁଛୁ ଆପଣ ନିଜେ ଜାଣିପାରିବେ। ଆଜି ହେଉଛି ରସୋଗଲା ଦିବସ ଆଉ ନୀଳାଦ୍ରୀବିଜେ। ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର, ତାପରେ ଯାଇ ବଡ ଦେଉଳରେ ପ୍ରବେଶ କରିବେ ତିନି ଭାଇଭଉଣୀ। ସେଥି ପାଇଁ ଆଜିର ଦିନଟି ରସୋଗଲା ଦିବସ ଭାବେ ପୁରେ ପୁରେ ପରିଚିତ ହୋଇଛି। ପରମ୍ପରା ଅନୁଯାୟୀ ରଥ ନିକଟରେ ରସଗୋଲା କରାଯାଏ । … Continue reading Rasagola Dibasa is celebrated in Odisha ।। ରସଗୋଲା ଦିବସରେ ମିଠା ମିଠା ମହକୁଛି ଓଡ଼ିଶା
Copy and paste this URL into your WordPress site to embed
Copy and paste this code into your site to embed