ନୟାଗଡ଼ ଜଙ୍ଗଲରେ ବିରଳ କଳା ଚିତାବାଘ

ନୟାଗଡ଼ ଜଙ୍ଗଲରେ ଏକ ବିରଳ କଲରାପତରିଆ ବାଘ ଦେଖିବାକୁ ମିଳିଛି। ଚିତାବାଘ ଦେଖିବା ଏହି ଅଞ୍ଚଳର ଅବିଶ୍ୱସନୀୟ ଜୈବ ବିବିଧତାକୁ ପ୍ରତିଫଳିତ କରୁଛି ବୋଲି ଦର୍ଶାଇ ପିସିଏଫ୍ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା ଏକ୍ସରେ ଏହାର ଏକ ଭିଡିଓ ସେୟାର କରିଛନ୍ତି। ଏହି ‘ବ୍ଲାକ୍ ପାନ୍ଥର୍’ ଇକୋସିଷ୍ଟମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ- ସେମାନଙ୍କ ବାସସ୍ଥାନର ସୁରକ୍ଷା ଏକ ସମୃଦ୍ଧ ବନ୍ୟପ୍ରାଣୀ ଐତିହ୍ୟସୁନିଶ୍ଚିତ କରେ। ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ ସଇଦ କହିଛନ୍ତି, ନୟାଗଡ଼ ଓ ମହାନଦୀ ବନ୍ୟପ୍ରାଣୀ … Continue reading ନୟାଗଡ଼ ଜଙ୍ଗଲରେ ବିରଳ କଳା ଚିତାବାଘ